ଆସୁଛି ଖଣ୍ଡଗିରି ମେଳା: ପଞ୍ଚତୀର୍ଥ କଥା ଭୁଲିଗଲେ ସରକାର

ଖଣ୍ଡଗିରି: ଆସୁଛି ଖଣ୍ଡଗିରି ମେଳା। ସାଧୁସନ୍ଥ ଓ ପର୍ଯ୍ୟଟକଙ୍କ ଆଗମନ, ଐତିହ୍ୟ ସ୍ଥଳର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଇତିମଧ୍ୟରେ ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ବ୍ୟାରିକେଡ୍ ଲଗାଯାଇ ବନ୍ଦ କରାଯାଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ଵରେ ପର୍ଯ୍ୟଟକଙ୍କ ବସିବା ପାଇଁ ସୁବିଧା ହେଉଛି। ବିଏମସି ପକ୍ଷରୁ ୪୦ଟି ସିମେଣ୍ଟ ଚେୟାର ପକାଯିବା ସହିତ ଫୁଲକୁଣ୍ଡ ରଖାଯାଇ ସୌନ୍ଦର୍ଯ୍ୟୀକରଣ … Continue reading ଆସୁଛି ଖଣ୍ଡଗିରି ମେଳା: ପଞ୍ଚତୀର୍ଥ କଥା ଭୁଲିଗଲେ ସରକାର